Subscribe
URL of the page has been copied to clipboard.
Meaning : ଚରଖାର ଲୁହା ନିର୍ମିତ ଏକ କାଠି ଯେଉଁଥିରେ କଟା ସୂତା ଗୁଡ଼ାଇ ରଖାଯାଏ
Example : ତକଡ଼ିରେ କଟା ହୋଇଥିବା ସୂତା ଗୁଡେଇ ରଖାଯାଏ
Synonyms : ଟାକୁଆ, ତକଲା
Translation in other languages :हिन्दी
चर्खे में लोहे की वह सलाई जिस पर कता हुआ सूत लिपटता है।
Meaning : ତରାଜୁର ପଲା
Example : ସେ ଓଜନ କରିବାପାଇଁ ତରାଜୁର ଗୋଟିଏ ପଲାରେ ବଟା ଓ ଅନ୍ୟ ପଲାରେ ଜିନିଷ ରଖିଲା
Synonyms : ପଲା
तराज़ू का पल्ला।
Install App