Meaning : ତଉଲ ବା ଓଜନ କରିବା କ୍ରିୟା
Example :
ଓଜନ ମାପିବାପାଇଁ ଷ୍ଟେସନରେ ମେସିନ୍ ଅଛି
Synonyms : ଉତ୍ତୋଳନ କରିବା, ମାପିବା
Translation in other languages :
Meaning : କୌଣସି ବସ୍ତୁର ଓଜନ ଜାଣିବାପାଇଁ ତାକୁ ନିକିତିରେ ରଖିବା
Example :
ଦୋକାନୀ ଶସ୍ୟ ମାପୁଛି
Translation in other languages :