Meaning : ଶରୀରରେ ଛାତି ତଳେ ତଥା ପେଟ ଉପରର ଅଂଶ ବା ଭାଗ
Example :
ତିନି ଦିନ ଧରି ଖାଦ୍ୟ ନଖାଇବା କାରଣରୁ ତାର ପେଟ ପିଠି ଲାଗିଗଲାଣି
Translation in other languages :
Meaning : ଚମଡ଼ା ଛାଉଣି ହୋଇଥିବା ଏକ ପ୍ରକାର ବାଦ୍ୟ ଯାହାକୁ କାନ୍ଧରେ ଝୁଲାଇ ଦୁଇଟି ପତଳା ପାତିଆ ବା କାଠି ସାହାଯ୍ୟରେ ବଜାଯାଏ
Example :
ଢୋଲ ବଜାଇ ତାଜିଆ ଶୋଭାଯାତ୍ରା ଆରମ୍ଭ ହୁଏ
Translation in other languages :
Meaning : ଏକପ୍ରକାରର ଲମ୍ବାଳିଆ ବାଜା ଯାହାର ଦୁଇ ମୁଣ୍ଡରେ ଚମଡ଼ା ମଡ଼ା ଯାଇଥାଏ
Example :
ସେ ଢୋଲ ବଜାଉଥିଲା
Translation in other languages :
A musical percussion instrument. Usually consists of a hollow cylinder with a membrane stretched across each end.
drum, membranophone, tympan