Subscribe
URL of the page has been copied to clipboard.
Meaning : ଜଳସେଚନ କରିବାର ଉପକରଣରେ ଥିବା ଢେଁକୁଲି ନାମକ ଯେଉଁ ପାତ୍ର ଦ୍ୱାରା କୂଅରୁ ପାଣି କଢ଼ାଯାଏ
Example : ଢେଁକୁଲି ଦଉଡ଼ିରୁ ଛିଣ୍ଡିଯାଇ କୂଅରେ ପଡ଼ିଗଲା
Synonyms : ଢେଁକୁଲି, ଢେଂକଲି, ଢେଙ୍କଲି, ଢେଙ୍କୁଲି, ପାଣି ସିଞ୍ଚିବା ଯନ୍ତ୍ର
Translation in other languages :हिन्दी
ढेंकुली नामक सिंचाई के साधन में का वह पात्र जिससे कुएँ आदि से पानी निकाला जाता है।
Install App