Meaning : ଏକ ବିଶେଷ ପ୍ରକାର (ଯାହାର ଉପସ୍ଥିତି ଅଛି)
Example :
ଆଜିକାଲି ଜୋତାର ଏହି ଷ୍ଟାଇଲ୍ ପ୍ରଚଳିତ ହେଉଛି
Translation in other languages :
Meaning : କିଛି ବସ୍ତୁକୁ ପ୍ରସ୍ତୁତିକରିବା ଆଗରୁ ଏହାର ଅଙ୍ଗ ସବୁକୁ ଯୋଡ଼ିକରି ପୂର୍ବରୂପ ପ୍ରଦାନ କରି ଏହାର ମଝିରେ କିଛି ବସ୍ତୁକୁ ଏକାଠିରଖି ଅଥବା ଲଗାଇ ଦିଆଯାଇପାରେ
Example :
ସେ ଭଗବାନଙ୍କ ଚିତ୍ରକୁ କାଠ ଫ୍ରେମରେ ଲଗାଇଲେ
Synonyms : ଫ୍ରେମ୍
Translation in other languages :
The internal supporting structure that gives an artifact its shape.
The building has a steel skeleton.