Meaning : କୌଣସି କାର୍ଯ୍ୟ କରିବାର ନିର୍ଦ୍ଦିଷ୍ଟ ଏବଂ ଶୃଙ୍ଖଳାବଦ୍ଧ ପଦ୍ଧତି ବା ପ୍ରଣାଳୀ
Example :
ଏହି କୁଳରେ ବିବାହ ସବୁବେଳେ ଏହି ରୂପରେ ହୋଇ ଆସୁଛି
Translation in other languages :
A way of doing something, especially a systematic way. Implies an orderly logical arrangement (usually in steps).
methodMeaning : କାମଆଦି କରିବାପାଇଁ ନିର୍ଦିଷ୍ଟ ଶୈଳୀ
Example :
ଯଦି ତୁମେ ଏହି ଢଙ୍ଗରେ କାମ କରିବ, ତେବେ ପରେ ବହୁତ ପଶ୍ଚାତାପ କରିବ
Synonyms : କାମ ଶୈଳୀ, ପଦ୍ଧତି, ବିଧି, ରୀତି, ଶୈଳୀ
Translation in other languages :
A way of doing something, especially a systematic way. Implies an orderly logical arrangement (usually in steps).
method