Meaning : ଚୁଟି ବାନ୍ଧିବାପାଇଁ ଡୋର ବା ଫିତା
Example :
ମୋ ଡୋରି କେଉଁଠି ହଜିଯାଇଛି
Translation in other languages :
Meaning : ଘାଘରା, ପାଇଜାମା ଆଦି ବାନ୍ଧିବାପାଇଁ ସୁତାର ସାଧାରଣ ଡୋର
Example :
ଡୋରରେ ଗଣ୍ଠି ପଡ଼ିଯିବାରୁ ତାକୁ କାଟିବାକୁ ପଡ଼ିଲା
Synonyms : ଅଣ୍ଟାସୁତା, କମରସୁତା, ଡୋର
Translation in other languages :
A tie consisting of a cord that goes through a seam around an opening.
He pulled the drawstring and closed the bag.Meaning : ଡୋର ଭଳି ବଳି ହୋଇଥିବା ଯେଉଁ କନାକୁ ପିନ୍ଧିବା କାନି ବାନ୍ଧିବାପାଇଁ ଲଗାଯାଏ
Example :
ମାଆ ଝିଅର ପୋଷାକର ଡୋର ବାନ୍ଧୁଛନ୍ତି
Synonyms : ଡୋର
Translation in other languages :