Meaning : ସୂତା, ଛଣଆଦିକୁ ବଳି ତିଆରିକରାଯାଉଥିବା ଲମ୍ବା ବସ୍ତୁ ଯାହା ବିଶେଷ କରି ବାନ୍ଧିବା କାର୍ଯ୍ୟରେ ଆସେ
Example :
ଗାଁବାଲା ଚୋରକୁ ଦଉଡ଼ିରେ ବାନ୍ଧିଦେଲେ
Translation in other languages :
Meaning : ଘାଘରା, ପାଇଜାମା ଆଦି ବାନ୍ଧିବାପାଇଁ ସୁତାର ସାଧାରଣ ଡୋର
Example :
ଡୋରରେ ଗଣ୍ଠି ପଡ଼ିଯିବାରୁ ତାକୁ କାଟିବାକୁ ପଡ଼ିଲା
Synonyms : ଅଣ୍ଟାସୁତା, କମରସୁତା, ଡୋରି
Translation in other languages :
A tie consisting of a cord that goes through a seam around an opening.
He pulled the drawstring and closed the bag.Meaning : ଡୋର ଭଳି ବଳି ହୋଇଥିବା ଯେଉଁ କନାକୁ ପିନ୍ଧିବା କାନି ବାନ୍ଧିବାପାଇଁ ଲଗାଯାଏ
Example :
ମାଆ ଝିଅର ପୋଷାକର ଡୋର ବାନ୍ଧୁଛନ୍ତି
Synonyms : ଡୋରି
Translation in other languages :
Meaning : ସୂତା, ରେଶମ, ଉଲ୍ଆଦିକୁ ବଳି ତିଆରି ହୋଇଥିବା ମୋଟା ସୂତା ବା ଡ଼ୋରୀ
Example :
ରେଶମ ଡୋରୀରେ ସେ ଉପହାରକୁ ବାନ୍ଧିଲା
Synonyms : ଡୋରୀ
Translation in other languages :