Meaning : ସାଧାରଣ ବା ନିର୍ଦ୍ଦିଷ୍ଟ ଠାରୁ ଅଧିକ ସମୟ
Example :
ମୋର ଏଠାକୁ ଆସିବାରେ ଡେରି ହୋଇପାରେ,ଚିନ୍ତା କରିବେ ନାହିଁ
Translation in other languages :
Time during which some action is awaited.
Instant replay caused too long a delay.Meaning : ନିର୍ଦ୍ଧାରିତ ବା ଅପେକ୍ଷିତ ସମୟ ପରର ବା ପରେ ହୋଇଥିବା
Example :
ଜାଣେ ନାହିଁ କାହିଁକି ମୁଁ ଡେରି ରାତି ପର୍ଯ୍ୟନ୍ତ ଶୋଇପାରିଲି ନାହିଁ
Synonyms : ବିଳମ୍ବିତ
Translation in other languages :
Being or occurring at an advanced period of time or after a usual or expected time.
Late evening.