Meaning : ବୃତ୍ତ ପରିଧିର ତ୍ରିଶତ ଷଷ୍ଠିତମ ଭାଗ
Example :
ଗଣିତ ଅଧ୍ୟାପକ ଛାତ୍ରମାନଙ୍କୁ ତିରିଶ ଡିଗ୍ରୀର କୋଣ ଅଙ୍କନ କରିବାକୁ କହିଲେ
Synonyms : ଅଂଶ
Translation in other languages :
Meaning : ତାପମାତ୍ରା ମାପିବାର ଗୋଟିଏ ଏକକ
Example :
କାଲି ଏଠାକାର ତାପମାତ୍ରା ୨୦ ଡିଗ୍ରୀ ଥିଲା
Synonyms : ଡିଗ୍ରୀ ସେଲ୍ସିୟସ
Translation in other languages :
तापमान मापने की एक इकाई।
कल यहाँ का तापमान 20 डिग्री सेल्सियस था।A unit of temperature on a specified scale.
The game was played in spite of the 40-degree temperature.Meaning : ଦେୱାନୀ ଅଦାଲତର ଯେଉଁ ଫଇସଲା ଅନୁସାରେ ବାଦୀକୁ କୌଣସି ଅଧିକାର ମିଳେ
Example :
ତାଙ୍କୁ ଘର ସମ୍ବନ୍ଧୀୟ ଡିଗ୍ରୀ ମିଳିଗଲା
Translation in other languages :