Meaning : ଡେଇଁବାକାମ ଅନ୍ୟ କାହାରିଦ୍ୱାରା କରାଇବା
Example :
ଚୋରି କରିବାପାଇଁ ଚୋର ତା ସାଥୀକୁ ହତା ଭିତରକୁ ଡିଆଁଇଲା
Synonyms : କୁଦା ମରାଇବା, କୁଦା ମରେଇବା, କୁଦାଇବା, କୁଦେଇବା, ଡିଆଁ ମରାଇବା, ଡିଆଁ ମରେଇବା, ଡିଆଁଇବା
Translation in other languages :