Meaning : ସଂସର୍ଗ ବା ମିଳାମିଶାରୁ ଯେଉଁ ରୋଗ ବ୍ୟାପେ
Example :
କାଛୁ ଏକ ସଂକ୍ରାମକ ରୋଗ
Synonyms : ଛୁଆଁରୋଗ, ସଂକ୍ରାମକ ବେମାରୀ, ସଂକ୍ରାମକରୋଗ
Translation in other languages :
वह रोग जो संसर्ग या छूत से फैलता है।
चेचक एक संक्रामक रोग है।Meaning : ଶରୀରର କୌଣସି ଭିତିରି ଦୋଷ କାରଣରୁ ନୁହେଁ ବରଂ ଉପର ବା ବାହାର କାରଣରୁ ହଠାତ୍ ହେଉଥିବା ରୋଗ
Example :
ଶିଶୁ ଛୁଆଁରୋଗରେ ପୀଡିତ
Synonyms : ଛୁଆଁରୋଗ
Translation in other languages :