Meaning : ଡେଇଁବାର କାମ ଅନ୍ୟକାହାଦ୍ୱାରା କରାଇବା
Example :
ବାପା ପିଲାମାନଙ୍କୁ ଛୋଟ କେନାଲଟି ଡିଆଁଇଲେ
Synonyms : ଲଙ୍ଘାଇବା
Translation in other languages :
Meaning : ଡେଇଁବାକାମ ଅନ୍ୟ କାହାରିଦ୍ୱାରା କରାଇବା
Example :
ଚୋରି କରିବାପାଇଁ ଚୋର ତା ସାଥୀକୁ ହତା ଭିତରକୁ ଡିଆଁଇଲା
Synonyms : କୁଦା ମରାଇବା, କୁଦା ମରେଇବା, କୁଦାଇବା, କୁଦେଇବା, ଡିଆଁ ମରାଇବା, ଡିଆଁ ମରେଇବା, ଡିଏଁଇବା
Translation in other languages :