Meaning : ଯେଉଁ ସରଳ ରେଖା କୌଣସି ବୃତ୍ତର ଗୋଲାକାର କ୍ଷେତ୍ରର ଠିକ ମଧ୍ୟଦେଇ ଯାଇଥାଏ ଓ ଯାହାର ଦୁଇଟି ମୁଣ୍ଡ ବୃତ୍ତର ପରିଧିସହ ମିଳିତ ହୋଇଥାଏ
Example :
ଏହି ବୃତ୍ତର ବ୍ୟାସ ନିର୍ଣ୍ଣୟ କର
Synonyms : ବ୍ୟାସ
Translation in other languages :
A straight line connecting the center of a circle with two points on its perimeter (or the center of a sphere with two points on its surface).
diameter