Meaning : ଶାଖାରୁ ବାହାରିଥିବା ଛୋଟ ଶାଖା
Example :
ସେ ଗଛର ଏକ ଶାଖା ଭାଙ୍ଗିଦେଲା
Translation in other languages :
Meaning : ଗଛଆଦିର କାଣ୍ଡରେ ଏଣେତେଣେ ବାହାରିଥିବା ଅଙ୍ଗ
Example :
ପିଲାମାନେ ଆମ୍ବ ଗଛ ଶାଖାରେ ଝୁଲୁଛନ୍ତି
Synonyms : ଶାଖା
Translation in other languages :
Meaning : ଛୋଟ ଗଛର ମୂଳ ଏବଂ ଶାଖା
Example :
ଛୁଆଟି ଗଛର ଡାଳ ଭାଙ୍ଗିଦେଲା
Translation in other languages :