Subscribe
URL of the page has been copied to clipboard.
Meaning : ଡାକ ବିଭାଗର ଏହି କର୍ମଚାରୀ ଯିଏ ଚିଠି,ମନିଅର୍ଡ଼ର ଆଦି ଘରଘର ବୁଲି ବାଣ୍ଟେ
Example : ଚିଠିବାଲା ଏଠାକୁ ଚାରିଟା ବେଳେ ଆସେଡାକବାଲା ଘରଘର ବୁଲି ଚିଠି ଆଦି ପହଞ୍ଚାଏ
Synonyms : ଚିଠିବାଲା, ପୋଷ୍ଟମ୍ୟାନ୍
Translation in other languages :हिन्दी English
डाक विभाग का वह कर्मचारी जो पत्र, मनीआर्डर आदि घर-घर पहुँचाता है।
A man who delivers the mail.
Meaning : ଚିଠି ଇତ୍ୟାଦି ପହଁଚାଇବା ବ୍ୟକ୍ତି
Example : ଆଜି ସକାଳେ ଡାକବାଲା ଏହି ଚିଠି ଦେଇ ଗଲା
Synonyms : ଚିଠିବାଲା, ପତ୍ର ବାହକ
वह जो पत्र आदि किसी के यहाँ पहुँचाता है।
Install App