Meaning : ଡରିକରି ବା ଚମକିପଡ଼ି ଏପଟ ସେପଟ ହେବା
Example :
ଯୋରରେ ଶବ୍ଦ ଶୁଣି ପଶୁପଲ ଭୟଭୀତ ହୋଇଗଲେ
Synonyms : ଚମକିଯିବା, ଭୟଭୀତ ହେବା, ହୁରୁଡ଼ିବା
Translation in other languages :
Meaning : ଡରି ଯିବା
Example :
ଭୂତ କାହାଣୀ ଶୁଣି ସେ ଡରିଗଲା
Synonyms : ଡରିବା, ଭୟଭୀତ ହେବା, ଶଙ୍କା ପଶିବା, ଶଙ୍କିଯିବା
Translation in other languages :