Meaning : ଡରାଇବାକାମ ଅନ୍ୟ କାହାଦ୍ୱାରା କରାଇବା
Example :
ସେ କୁକୁରଦ୍ୱାରା ମାଙ୍କଡ଼ମାନଙ୍କୁ ଡରାଇଲେ
Synonyms : ଭୟଭୀତକରାଇବା, ଭୟାତୁର କରାଇବା
Translation in other languages :
Cause to lose courage.
Dashed by the refusal.Meaning : ଚିନ୍ତା,ଆଶଙ୍କା,ଭୟ ଆଦି ଉତ୍ପନ୍ନ କରିବା
Example :
ମୋ ହୃଦୟକୁ ଥରାଅ ନାହିଁ, ମୁଁ ବହୁତ ଦୁର୍ବଳ
Synonyms : ଥରାଇବା, ଭୟଭୀତ କରାଇବା, ସ୍ପନ୍ଦିତ କରିବା
Translation in other languages :