Subscribe
URL of the page has been copied to clipboard.
Meaning : ଧାତୁ, ପ୍ଲାଷ୍ଟିକଆଦିର ଢାଙ୍କୁଣିଯୁକ୍ତ ଏବଂ ଗହୀରା ପାତ୍ର
Example : ଚିନିଆଦି ରଖିବାପାଇଁ ସେ ବଜାରରୁ ଚାରିଟା ଡବା କିଣିଲା
Synonyms : ଡିବା
Translation in other languages :हिन्दी
धातु, प्लास्टिक, आदि का ढक्कनदार और गहरा पात्र।
Meaning : ଛୋଟ ଡବା
Example : ସେ ଡବାରୁ ଜର୍ଦା ବାହାରକଲା ଓ ପାଟିରେ ପକାଇଲା
Synonyms : ଡ଼ିବା
छोटा डिब्बा।
Meaning : ରେଳ ଗାଡ଼ିର ଡବା
Example : ଗାଡ଼ିର ପ୍ରତ୍ୟେକ ଡବାରେ ବହୁତ ଭିଡ଼ ଥିଲା
Synonyms : ବଗି
Translation in other languages :हिन्दी English
रेल गाड़ी का डिब्बा।
A railcar where passengers ride.
Install App