Subscribe
URL of the page has been copied to clipboard.
Meaning : ଡାକିବାର କାମ ଅନ୍ୟକାହାଦ୍ୱାରା କରାଇବା
Example : ଅଧ୍ୟାପିକା ରାଜୀବଦ୍ୱାରା ମୋତେ ଡକାଇଲେ
Synonyms : ଡକାଇ ପଠାଇବା
Translation in other languages :हिन्दी
बुलाने का काम दूसरे से कराना।
Meaning : କହିବାକୁ ପ୍ରବୃତ୍ତ କରିବା
Example : ଶିକ୍ଷକ ପିଲାମାନକୁ ପଣିକିଆ ବୋଲାଉଛନ୍ତି
Synonyms : ଡକେଇବା, ବୋଲାଇବା, ବୋଲେଇବା
बोलने में प्रवृत्त करना।
Install App