Meaning : କୌଣସି ଜିନିଷର କଣା ବା ମୁହଁ ବନ୍ଦ କରିବା ନିମନ୍ତେ ସେଥିରେ ଟାଣ କରି ମରା ଯାଇଥିବା, ବସା ଯାଇଥିବା, ବା ଲଗା ଯାଇଥିବା ବସ୍ତୁ
Example :
ଏହି ବୋତଲର ଠିପି ଢିଲା
Translation in other languages :
किसी चीज का छेद या मुँह बन्द करने के लिए उसमें कसकर जमाई, बैठाई या लगाई जानेवाली वस्तु।
इस बोतल की डाट ढीली है।