Meaning : କାହାର ରହିବା କିମ୍ବା କାହାକୁ ଦେଖାକରିବା ସ୍ଥାନକୁ ସୂଚିତ କରୁଥିବା ଯେଉଁ କଥା ଦ୍ୱାରା କାହାପାଖରେ ପହଞ୍ଚିହୁଏ ବା କାହାକୁ ପାଇହୁଏ
Example :
ମୁଁ ତାର ଠିକଣା ଖୋଜି ସେଠାରେ ପହଞ୍ଚିଲି
Synonyms : ଅତା-ପତା, ଠାବ, ନାଁ ଗାଁ
Translation in other languages :
किसी के रहने या मिलने के स्थान को सूचित करनेवाली वह बात जिससे किसी तक पहुँचा जाए या किसी को पा सकें।
मैं उसका पता ढूँढते हुए वहाँ पहुँचा।The place where a person or organization can be found or communicated with.
addressMeaning : କୌଣସି ସ୍ଥାନ,ବ୍ୟକ୍ତି ଆଦିକୁ ପାଇବାପାଇଁ ଲେଖାଯାଇଥିବା ନିର୍ଦ୍ଦେଶ ବା ପତ୍ର ଆଦିରେ ଲେଖାଯାଇଥିବା କୌଣସି ଲୋକର ନାଁ ଏବଂ ରହିବାର ସ୍ଥାନ ଆଦି
Example :
ଭୁଲ ଠିକଣା ଲେଖା ହୋଇଥିବା ହେତୁ ଡାକବାଲା ଅନ୍ୟର ଚିଠି ଆମ ଘରେ ଦେଇଗଲା
Translation in other languages :
Written directions for finding some location. Written on letters or packages that are to be delivered to that location.
address, destination, name and addressMeaning : କୌଣସି ଜିନିଷ ବା କଥାର ଠିକଣା ଦେଉଥିବା କୌଣସି ତତ୍ତ୍ୱ
Example :
ବର୍ତ୍ତମାନ ସୁଦ୍ଧା ତା ଭାଇର କୌଣସି ଖୋଜଖବର ମିଳୁନାହିଁ
Translation in other languages :
किसी चीज या बात का पता देने वाला कोई तत्व।
अभी तक उसके भाई का कोई पता-ठिकाना नहीं मिला।The general location where something is.
I questioned him about his whereabouts on the night of the crime.