Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଠକାମି from ଓଡ଼ିଆ dictionary with examples, synonyms and antonyms.

ଠକାମି   ବିଶେଷ୍ୟ

Meaning : ଠକିବାର କାମ

Example : ପୋଲିସ ରେଳଗାଡ଼ିରେ ଠକାମି କରୁଥିବା ଦୁଇଜଣ ଠକଙ୍କୁ ଧରିଲେ

Synonyms : ଠକାଇ, ଠକେଇ


Translation in other languages :

ठगने का काम।

पुलिस ने रेलगाड़ी में ठगी करते हुए दो ठगों को पकड़ा।
ठगई, ठगपन, ठगपना, ठगपनी, ठगहाई, ठगाई, ठगाही, ठगी, प्रवंचना, प्रवञ्चना, व्यंसन

The use of tricks to deceive someone (usually to extract money from them).

chicane, chicanery, guile, shenanigan, trickery, wile

Meaning : କାହାକୁ ପ୍ରତାରଣା କରି ନିଜର ସ୍ୱାର୍ଥପାଇଁ କରାଯାଇଥିବା କାମ

Example : ସେ ଛଳନା କରି ପୂରା ସଂପତ୍ତିକୁ ନିଜ ନାମରେ କରାଇ ନେଲା ସେ ନିଜ ଛଳନାରେ କୃତକାର୍ଯ୍ୟ ହୋଇପାରିଲା ନାହିଁ

Synonyms : ଛଳନା, ପ୍ରତାରଣା


Translation in other languages :

The act of deceiving.

deceit, deception, dissembling, dissimulation