Meaning : କୌଣସି ଉପରସ୍ତର ଉପରେ ଠକ-ଠକ, ଖଟ-ଖଟ ବା ଖଡ଼-ଖଡ଼ ଶବ୍ଦ କରିବା
Example :
ଦେଖ, କିଏ କବାଟ ଠକଠକ କରୁଛି
Synonyms : ଖଟଖଟ କରିବା
Translation in other languages :
किसी सतह पर ठक-ठक, खट-खट या खड़-खड़ की आवाज़ करना।
देखो, कौन दरवाज़ा खटखटा रहा है !।Meaning : ଧଡ଼ଧଡ଼ ଶବ୍ଦ ଉତ୍ପନ୍ନ କରିବା
Example :
ସେ ଦଶ ମିନିଟ ହେଲା କବାଟ ଠକଠକ କରୁଛି
Synonyms : ଧକ୍କା ମାରିବା, ଧଡ଼ଧଡ଼ କରିବା, ବାଡ଼େଇବା
Translation in other languages :
Make short successive sounds.
rattleMeaning : ଆଘାତ କରି ଧଡ଼ଧଡ଼ ଶବ୍ଦ ଉତ୍ପନ୍ନ କରିବା
Example :
ସେ ଦଶ ମିନିଟ ହେଲା କବାଟ ଠକଠକ କରୁଛି
Synonyms : ଧଡ଼ଧଡ଼ କରିବା, ବାଡ଼େଇବା
Translation in other languages :