Meaning : ବହୁତ ଧୁର୍ତ୍ତ ବ୍ୟକ୍ତି
Example :
ତୁମଭଳି ଠକଠାରୁ ଦୂରରେ ରହିବା ଉଚିତ୍
Translation in other languages :
Meaning : ବିଶ୍ୱାସଘାତକତା କରିବା ବ୍ୟକ୍ତି
Example :
ଇତିହାସ ସାକ୍ଷୀ ଯେ ସମାଜରେ ବିଶ୍ୱାସଘାତୀମାନଙ୍କର ଅଭାବ ନାହିଁ ବିଶ୍ୱାସଘାତୀ ସମୁଦ୍ର ବେଳେ ବେଳେ ନାବିକମାନଙ୍କୁ ଭସାଇ ନେଇଯାଏ
Synonyms : ଛଳନାପୂର୍ଣ୍ଣ, ନିର୍ଦ୍ଦୟ, ପ୍ରତାରକ, ବିଶ୍ୱାସଘାତୀ
Translation in other languages :
Having the character of, or characteristic of, a traitor.
The faithless Benedict Arnold.