Meaning : ଧାତୁ, କାଠ, କନା, କାଗଜ ଆଦିରୁ କଟାଯାଇ ବାହାରୁଥିବା ପତଳା, ଛୋଟ ଖଣ୍ଡ
Example :
ଦର୍ଜି କନାର ଛୋଟ ଖଣ୍ଡ ଏକାଠି କରୁଛି
Synonyms : ଛୋଟଖଣ୍ଡ
Translation in other languages :
Meaning : କୌଣସି ବସ୍ତୁର ଦୃଢ଼ ଖଣ୍ଡ
Example :
ଏହି ମନ୍ଦିର ବଡ଼ବଡ଼ ଶିଳା ଖଣ୍ଡରେ ତିଆରିଏହି ମନ୍ଦିର ପଥରର ବଡ଼ବଡ଼ ଖଣ୍ଡରେ ତିଆରି
Translation in other languages :
A solid piece of something (usually having flat rectangular sides).
The pyramids were built with large stone blocks.