Meaning : ଦୂରରେ ଘଟୁଥିବା ଦୃଶ୍ୟ ଦେଖିବାପାଇଁ ବ୍ୟବହୃତ ଉପକରଣ
Example :
ଟେଲିଭିଜନ୍ ମନୋରଞ୍ଜନର ଗୋଟିଏ ଉତ୍ତମ ସାଧନ
Synonyms : ଟେଲିଭିଜନ୍, ଦୂରଦର୍ଶନ
Translation in other languages :
An electronic device that receives television signals and displays them on a screen.
The British call a tv set a telly.