Meaning : ଆଳୁ,ଡାଲି,ମାଂସ ଆଦିକୁ ଚକଟି,ଗୋଲ କରି ତଥା ସେକି ତିଆରି କରା ଯାଉଥିବା ଗୋଟିଏ ଖାଦ୍ୟ
Example :
ଚଟଣୀ ସହିତ ଆଳୁ ଟିକିଆର ମଜାସୁଆଦ ଦି ଗୁଣ ହୋଇଯାଏ
Translation in other languages :
Meaning : ଗୋଲ ଏବଂ ଚେପଟା ଛୋଟ ବସ୍ତୁ
Example :
ପିଲାଟି ରଙ୍ଗ ବଟିକା ପାଣିରେ ପକାଇ ଗୋଳଉଥିଲା
Translation in other languages :