Meaning : ଟାଣିବାର କ୍ରିୟା
Example :
ଟାଣିବା ହେତୁ ଏହି ତାରର ଦୈର୍ଘ୍ୟ ବଢ଼ିଯାଇଛି
Meaning : ଟାଣିବା କ୍ରିୟା
Example :
ଅଧିକ ଟାଣିବାଯୋଗୁଁ ରବର ଛିଣ୍ଡିଗଲା
Synonyms : ଭିଡ଼ିବା
Translation in other languages :
Meaning : ଚିହ୍ନ ବା ଦାଗରେ ରୂପ ବନାଇବା
Example :
ସେ ଘରର ନକ୍ସା ଟାଣୁଛି
Synonyms : ଖିଞ୍ଚିବା
Translation in other languages :
Meaning : କୌଣସି ବସ୍ତୁକୁ ତାର ପୂରା ଲମ୍ବା ବା ଚଉଡ଼ା ପର୍ଯ୍ୟନ୍ତ ବଢ଼େଇବା
Example :
ଶିକାରୀ ଧନୁର ଡୋରକୁ ଟାଣୁଛି
Translation in other languages :
Meaning : ରଗଡ଼ିବା ଭଳି ଘୋଷାଡ଼ିବା
Example :
ସେ ଟେବୁଲ୍ରେ ଥିବା ବହିକୁ ମୋ ଆଡ଼କୁ ଟାଣିଲେ
Translation in other languages :
Pull, as against a resistance.
He dragged the big suitcase behind him.Meaning : କୌଣସି ବସ୍ତୁ, ବ୍ୟକ୍ତିଆଦିକୁ କୌଣସି ବସ୍ତୁ, ବ୍ୟକ୍ତିଆଦିଦ୍ୱାରା ନିଜ ଶକ୍ତି ବା ପ୍ରେରଣାରେ ନିଜ ପାଖକୁ ଆକର୍ଷିତ କରିବା
Example :
ଭଗବାନ ରାମଙ୍କର ରୂପ ସବୁ ମିଥିଳାବାସୀଙ୍କୁ ଆକର୍ଷିତ କରୁଥିଲା
Synonyms : ଆକର୍ଷିତ କରିବା, ଆକୃଷ୍ଟ କରିବା, ଲୋଭାନ୍ୱିତ କରିବା
Translation in other languages :
किसी वस्तु, व्यक्ति आदि को किसी वस्तु, व्यक्ति आदि के द्वारा अपनी शक्ति या प्रेरणा से अपने पास लाना।
भगवान राम का रूप सभी मिथिलावासियों को आकर्षित कर रहा था।Direct toward itself or oneself by means of some psychological power or physical attributes.
Her good looks attract the stares of many men.Meaning : କାହାରିକୁ ଆସ୍ତେଆସ୍ତେ ଯିବାରେ ପ୍ରବୃତ୍ତ କରିବା
Example :
ବୁଢାବାପାଙ୍କ ଖଟକୁ ପୁଅ ଖରାକୁ ଘୁଞ୍ଚେଇଲା
Synonyms : ଘୁଞ୍ଚେଇବା, ଘୋଷାରିନେବା
Translation in other languages :
Meaning : କାହାକୁ କୌଣସି କାମରେ ଜବରଦସ୍ତି ଜୋଡିବା
Example :
ମୋ ମନ ନ ଥିଲେ ବି ରାମ ମୋତେ ଏହି କାମ କରିବା ପାଇଁ ଟାଣିଲା
Translation in other languages :
Meaning : ଜଳ ବା ଆଦ୍ରତାଆଦିକୁ ଶୋଷଣ କରିବା
Example :
ବୃକ୍ଷ ପୃଥିବୀରୁ ଜଳଆଦି ଶୋଷଣ କରେ
Synonyms : ଅବଶୋଷିତ କରିବା, ପିଇବା, ଶୋଷଣ କରିବା
Translation in other languages :