Meaning : ଯେତିକି ପରିମାଣର ଜିନିଷ ଏକ ଟାଙ୍କିରେ ଧରେ
Example :
ବଗିଚାରେ ପାଣି ଦେବାପାଇଁ ଗୋଟିଏ ଟାଙ୍କି ପାଣି ଯଥେଷ୍ଟ
Synonyms : ଟାଂକି
Translation in other languages :
Meaning : କୌଣସି ଯାନରେ ଯେଉଁ ପାତ୍ରରେ ଇନ୍ଧନ ଆଦି ଭର୍ତ୍ତି ହୁଏ
Example :
ଏହି କାରର ଟାଙ୍କିରେ ଗୋଟିଏ କଣା ହୋଇଯାଇଛି
Synonyms : ଟେଙ୍କ
Translation in other languages :
Meaning : ତରଳ ପଦାର୍ଥ ବା ଗ୍ୟାସ୍ ରଖିବାପାଇଁ ଏକ ଢାଙ୍କୁଣିବାଲା କୁଣ୍ଡ
Example :
ଟାଙ୍କିରେ ପାଣି ଭର୍ତ୍ତିକରି ରଖ କାରଣ କାଲି ପାଣି ଆସିବନାହିଁ
Synonyms : କୁଣ୍ଡ
Translation in other languages :