Meaning : କଠିନ ଆବରଣ ବିଶିଷ୍ଟ ଗୋଟିଏ ମାତ୍ର ବଡ଼ ମଞ୍ଜିଥିବା ଗୋଟିଏ ଫଳ
Example :
ଆମ୍ବ ଖାଇବାପରେ ସେ ଟାକୁଆକୁ ଘର ପଛପଟେ ଲଗାଇଦେଲା
Synonyms : ଟାଙ୍କୁ
Translation in other languages :
Meaning : ଭିଣା ଯାଇଥିବା ତୁଳାକୁ କାଠିରେ ଗୁଡ଼ାଇ ତିଆରି କରାଯାଇଥିବା ବଣ୍ଡଲ ବା ଗୋଲା ଯେଉଁଥିରୁ ସୂତା କଟାଯାଏ
Example :
ମା ଟାକୁଆରେ ସୂତା କାଟୁଛି
Translation in other languages :
Coils of worsted yarn.
skein