Subscribe
URL of the page has been copied to clipboard.
Meaning : ଲଟକାଇବା କାମ ଅନ୍ୟ କାହାଦ୍ୱାରା କରାଇବା
Example : ଠିକାଦାର ମଜୁରିଆଙ୍କଦ୍ୱାରା ଛାତ ଉପରେ ପାଲ ଟଙ୍ଗାଉଛି
Synonyms : ଓହଳାଇବା, ଝୁଲାଇବା, ବାନ୍ଧିବା, ଲଟକାଇବା
Translation in other languages :हिन्दी
लटकाने का काम किसी और से कराना।
Meaning : ଟାଙ୍ଗିବାକାମ ଅନ୍ୟ କାହାଦ୍ୱାରା କରାଇବା
Example : ମାଆ ଅପାଦ୍ୱାରା କୁର୍ତ୍ତା ଟଙ୍ଗାଉଛନ୍ତି
Synonyms : ଓହଳାଇବା, ଝୁଲେଇବା, ଟଙ୍ଗେଇବା, ଲଟକାଇବା
टाँगने का काम किसी और से कराना।
Install App