Subscribe
URL of the page has been copied to clipboard.
Meaning : ଶରୀରର ମାଂସାଳଭାଗ କମ୍ ହେବା
Example : ରୋଗୀର ଶରୀର ଦିନ ପ୍ରତିଦିନ ଶୁଖିଯାଉଛି
Synonyms : କ୍ଷୀଣହେବା, ଶୁଖିଯିବା
Translation in other languages :हिन्दी English
शरीर के माँसल भाग का कम होना।
Become weaker.
Meaning : ସାରହୀନ ହେବା
Example : ପରିଶ୍ରମ କରିକରି ମୋ ଦେହ ଶୁଖିଗଲାଣି
Synonyms : ଶୀର୍ଣ୍ଣହେବା, ଶୁଖିଯିବା
सारहीन होना।
Deplete of resources.
Install App