Meaning : ଜୋର ଝଡ଼ତୋଫାନ
Example :
କାଲି ଆସିଥିବା ଝଡ଼ତୋଫାନରେ କେତେକ କୁଡ଼ିଆ ନଷ୍ଟ ହୋଇଗଲା
Synonyms : ଝଡ଼ତୋଫାନ
Translation in other languages :
A violent weather condition with winds 64-72 knots (11 on the Beaufort scale) and precipitation and thunder and lightning.
storm, violent stormMeaning : ବହୁତ ତୀବ୍ର ବା ତେଜ
Example :
କାଲିର ଝଡ଼ବତାସ ହୃଦୟକୁ କମ୍ପାଇ ଦେବାଭଳି ଥିଲା
Synonyms : ଝଞ୍ଜା, ଝଞ୍ଜାବାତ, ପ୍ରବଳ ଝଡ଼ବାତ୍ୟା
Translation in other languages :