Meaning : କୌଣସି ଆଧାରର ସହାୟତାରେ ଝୁଲି ଆଗପଛ ବା ଏପଟସେପଟ ଦୋଳାୟମାନ ହେବାର ପ୍ରକ୍ରିୟା
Example :
ଘଣ୍ଟାର ଦୋଳକର ଦୋଳନ ବନ୍ଦ ହେବାର ଅର୍ଥ ଘଣ୍ଟା ବନ୍ଦ ହୋଇଯାଇଛି
Synonyms : ଦୋଳନ
Translation in other languages :
Meaning : ଝୁଲଣରେ ବସି ଝୁଲିବା
Example :
ସେ ଘଣ୍ଟେ ହେଲା ଝୁଲୁଛି
Translation in other languages :
Meaning : ଉପରିଭାଗ ସଂଯୁକ୍ତ ହେଲେ ବି କୋଣସି ବସ୍ତୁର କିଛିଅଂଶ ତଳଆଡ଼କୁ ବିନା ଆଧାରରେ ରହିବା
Example :
କାନ୍ଥରୁ ରସିଟିଏ ଝୁଲୁଛି
Synonyms : ଲଟକିବା
Translation in other languages :
Meaning : ନିଶାରେ ମୁଣ୍ଡ ଓ ଦେହକୁ ଆଗପଛ ଓ ଏପାଖ ସେପାଖ କରି ହଲେଇବା
Example :
ପିଲାଏ ମସ୍ତିରେ ଝୁଲୁଥିଲେମଦୁଆ ଲୋକ ମଦ ନିଶାରେ ଝୁଲୁଛି
Synonyms : ହଲିବା
Translation in other languages :