Meaning : ଦୋଳାୟମାନ କରିବା
Example :
ଲହରୀଗୁଡ଼ିକ ତାକୁ ଆଗପଛ ଝୁଲାଉଥିଲା ଗରମଯୋଗୁଁ କଷ୍ଟ ଅନୁଭବ କରି ନୀରଜ ପଙ୍ଖା ହଲାଇବାକୁ ଲାଗିଲା
Translation in other languages :
Meaning : ଝୁଲାଇବା କାମ ଅନ୍ୟ କାହାଦ୍ୱାରା କରାଇବା
Example :
ରମା ଝୁଲାକୁ ମମତାଦ୍ୱାରା ଝୁଲାଇଲା
Synonyms : ଦୋଳାୟମାନ କରିବା, ଦୋହଲାଇବା
Translation in other languages :
Meaning : ଯେପରି କଲେ କୌଣସି ବସ୍ତୁର ଉପରିଭାଗ ସଂଯୁକ୍ତ ହେଲେ ବି ସେହି ବସ୍ତୁର କିଛିଅଂଶ ତଳଆଡ଼କୁ ବିନା ଆଧାରରେ ରହେ
Example :
ଶ୍ୟାମ ଛାତରୁ ରସିଟିଏ ଲଟକାଉଛି
Synonyms : ଲଟକାଇବା
Translation in other languages :
ऐसा करना कि ऊपर टिके रहने पर भी किसी वस्तु आदि का कुछ भाग नीचे की ओर कुछ दूर तक बिना आधार के रहे।
श्याम छत से एक रस्सी लटका रहा है।