Meaning : ଦୋଳାୟମାନ କରିବା
Example :
ଲହରୀଗୁଡ଼ିକ ତାକୁ ଆଗପଛ ଝୁଲାଉଥିଲା ଗରମଯୋଗୁଁ କଷ୍ଟ ଅନୁଭବ କରି ନୀରଜ ପଙ୍ଖା ହଲାଇବାକୁ ଲାଗିଲା
Translation in other languages :
Meaning : କାହାରିକୁ ଝୁମିବାପାଇଁ ପ୍ରବୃତ୍ତ କରିବା
Example :
ବାଦ୍ୟ ଯନ୍ତ୍ରଗୁଡ଼ିକର ତାଳ ସମସ୍ତଙ୍କୁ ଝୁମାଇଦେଲା
Translation in other languages :