Meaning : ପେଟେଇ ଚାଲୁଥିବା ଏକପ୍ରକାର ଜନ୍ତୁ ଯାହା ପ୍ରାୟ କାନ୍ଥ ଉପରେ ଦେଖାଯାନ୍ତି
Example :
ଝିଟିପିଟି କୀଟଭକ୍ଷୀ ପ୍ରାଣୀ
Synonyms : ପଲ୍ଲୀ
Translation in other languages :
Any of various small chiefly tropical and usually nocturnal insectivorous terrestrial lizards typically with immovable eyelids. Completely harmless.
gecko