Meaning : କାହାରିକୁ ହଠାତ୍ ଧରି ଝାମ୍ଫି ନେବାର କ୍ରିୟା ବା ଭାବ
Example :
ସିପାହୀମାନେ ଚୋରକୁ ଝାମ୍ପି ନେଲେ
Translation in other languages :
Meaning : ଆକ୍ରମଣ କରିବା ବା ଚଲାଇବାପାଇଁ ଶୀଘ୍ର ଆଗକୁ ବଢ଼ିବା
Example :
କୁକୁର ବିଲେଇ ଉପରକୁ ଲମ୍ଫ ମାରିଲା
Synonyms : କୁଦାମାରିବା, ଲମ୍ଫ ମାରିବା
Translation in other languages :