Meaning : ଝାମ୍ପିନେବାର ପ୍ରକ୍ରିୟା ବା ଭାବ
Example :
ରୁଟି ଖଣ୍ଡେ ମିଳିଲା ମାତ୍ରେ କାଉ ତାକୁ ଝାମ୍ପ ମାରି ନେଇ ଖାଇବାକୁ ଲାଗିଲା
Synonyms : ଝମ୍ପ
Translation in other languages :
Meaning : ଆଙ୍ଗୁଳିଗୁଡ଼ିକଦ୍ୱାରା କୌଣସି ବସ୍ତୁ ଧରିବା ସମୟରେ ହାତର ପଞ୍ଝାରେ ହେଉଥିବା ଏକ ମୁଦ୍ରା
Example :
ଛଞ୍ଚାଣର ଝାମ୍ପରେ ଗୁଣ୍ଡୁଚି ମୂଷା ପଡ଼ିଗଲା
Translation in other languages :
A sharp hooked claw especially on a bird of prey.
talon