Meaning : ଯେଉଁ ଦୃଶ୍ୟ ଆଦି ବହୁତ କମ ସମୟପାଇଁ ଆଖିଆଗରେ ରହେ
Example :
ଲୋକମାନେ ମହାତ୍ମାଜୀଙ୍କୁ ଏକ ଝଲକ ଦେଖିବାପାଇଁ ଆତୁର ଥିଲେ
Translation in other languages :
वह दृश्य आदि जो बहुत कम समय के लिए आँखों के सामने रहे।
लोग महात्माजी की एक झलक पाने के लिए आतुर थे।Meaning : କୌଣସି ବସ୍ତୁଆଦିର ଗୁଣଧର୍ମର ଅଂଶ
Example :
ମଧ୍ୟପ୍ରଦେଶର ସାଗର ଖେଳ ପରିସରରେ ରବିବାର ଦିନ ବିଭିନ୍ନ ପ୍ରଦେଶର ଲୋକକଳାର ଝଲକ ଦେଖିବାକୁ ମିଳେ
Synonyms : ଛଟା
Translation in other languages :
Meaning : ବହୁତ ହାଲୁକା ସଂଯୋଗ ବା ଅବସ୍ଥା
Example :
ତା କବିତାରେ ଛାୟାବାଦର ଆଭାସ ମିଳେ
Translation in other languages :