Meaning : ବିଜୟୀକୁ ସ୍ୱାଗତ ବା ଅଭିନନ୍ଦନ ଜଣାଇବା ନିମନ୍ତେ ତାଙ୍କୁ ପିନ୍ଧାଇ ଦିଆଯାଉଥିବା ମାଳା
Example :
ଲୋକେ ବିଜୟୀ ପ୍ରାର୍ଥୀଙ୍କ ଗଳାରେ ଜୟମାଲ୍ୟ ପିନ୍ଧାଉଥିଲେ
Translation in other languages :
Jewelry consisting of a cord or chain (often bearing gems) worn about the neck as an ornament (especially by women).
necklace