Meaning : ସ୍ଥିର ବା ନିଶ୍ଚଳ ହେବାର ଅବସ୍ଥା ବା ଭାବ
Example :
ଧନ ଅଭାବ କାରଣରୁ ଏହି କାମରେ ସ୍ଥିରତା ଆସିଗଲାଣି ମନର ସ୍ଥିରତା ଶାନ୍ତି ପ୍ରଦାନ କରେ
Synonyms : ଅଚଞ୍ଚଳତା, ଜଡ଼ତ୍ୱ, ନିଶ୍ଚଳତା, ପ୍ରଶାନ୍ତତା, ପ୍ରସନ୍ନତା, ସ୍ଥିରତା
Translation in other languages :
A state of no motion or movement.
The utter motionlessness of a marble statue.Meaning : ଜଡ଼ ହେବାର ଅବସ୍ଥା ବା ଭାବ
Example :
ଜଡ଼ ପଦାର୍ଥରେ ଜଡ଼ତା ମିଳେ
Synonyms : ଅଚେତନତା, ଚେତନାହୀନତା, ଚୈତନ୍ୟହୀନତା, ଜୀବନହୀନତା, ଜଡ଼ତ୍ୱ
Translation in other languages :