Subscribe
URL of the page has been copied to clipboard.
Meaning : ଯାହକୁ ଛୁଇଁଲେ ବା ଆଘାତରେ ଜଳିବାର ଯନ୍ତ୍ରଣା ହୁଏ
Example : ପ୍ରଜ୍ୱଳିତ ବସ୍ତୁଗୁଡ଼ିକୁ ପିଲାଙ୍କ ପାଖରୁ ଦୂରେଇ ରଖିବା ଉଚିତ୍
Synonyms : ଜଳନ୍ତା, ପ୍ରଜ୍ୱଳିତ
Translation in other languages :हिन्दी
जिसके छूने या खाने से चुनचुनाहट उत्पन्न हो।
Meaning : ବିଲ୍କୁଲ ସ୍ପଷ୍ଟ ଏବଂ ପ୍ରତ୍ୟକ୍ଷ
Example : ସେ ନିଜର କଥାକୁ ସ୍ପଷ୍ଟ କରିବା ପାଇଁ ଗୋଟିଏ ଜ୍ୱଳନ୍ତ ଉଦାହରଣ ସମ୍ମୁଖକୁ ଆଣିଲେ
Synonyms : ପ୍ରଜ୍ୱଳିତ
बिल्कुल स्पष्ट और प्रत्यक्ष।
Install App