Meaning : ଜ୍ୟୋତିଷଶାସ୍ତ୍ର, ବିଶେଷତଃ ଫଳିତ ଜ୍ୟୋତିଷର ଜ୍ଞାତା
Example :
ସେ ଏକ କୁଶଳ ଜ୍ୟୋତିଷ
Synonyms : ଆଗାମୀବକ୍ତା, ଗଣକ, ଜ୍ୟୋତିର୍ବିଦ୍, ଜ୍ୟୋତିଷଜ୍ଞ, ଜ୍ୟୋତିଷଶାସ୍ତ୍ରଜ୍ଞ, ଭବିଷ୍ୟବକ୍ତା
Translation in other languages :
ज्योतिषशास्त्र, विशेषतः फलित ज्योतिष का ज्ञाता।
वह एक कुशल ज्योतिषी है।Someone who predicts the future by the positions of the planets and sun and Moon.
astrologer, astrologistMeaning : ସେହି ବିଦ୍ୟା ଯାହାଦ୍ୱାରା ଗ୍ରହ, ନକ୍ଷତ୍ର ଆଦିଙ୍କ ଦୂରତା, ଗତି ବିଷୟରେ ଜଣାଯାଏ
Example :
ଜ୍ୟୋତିଷ ଦୁଇ ପ୍ରକାର ଯଥା
Synonyms : ଜ୍ୟୋତିଷବିଜ୍ଞାନ, ଜ୍ୟୋତିଷବିଦ୍ୟା, ଜ୍ୟୋତିଷଶାସ୍ତ୍ର
Translation in other languages :
वह विद्या जिससे ग्रहों, नक्षत्रों आदि की दूरी, गति आदि जानी जाती है।
ज्योतिष के दो प्रकार हैं ,गणित और फलित।A pseudoscience claiming divination by the positions of the planets and sun and moon.
astrology, star divination