Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଜ୍ୟୋତି from ଓଡ଼ିଆ dictionary with examples, synonyms and antonyms.

ଜ୍ୟୋତି   ବିଶେଷ୍ୟ

Meaning : ସେହି ଶକ୍ତି ବା ତତ୍ତ୍ୱ ଯାହା ମିଶିଲେ ବସ୍ତୁଆଦିର ରୂପ ଆଖିକୁ ଦେଖାଯାଏ

Example : ସୂର୍ଯ୍ୟ ଉଦୟ ହେଲା ପରେ ଚତୁର୍ଦ୍ଦିଗ ଆଲୋକିତ ହୋଇଗଲା

Synonyms : ଆଲୋକ, ଉଜ୍ୱଳ, ଉଜ୍ୱଳିତ, ଦ୍ୟୁତି, ପ୍ରକାଶ, ରୋଷଣୀ


Translation in other languages :

(physics) electromagnetic radiation that can produce a visual sensation.

The light was filtered through a soft glass window.
light, visible light, visible radiation

Meaning : ସଂଗୀତରେ ଅଷ୍ଟତାଳର ଗୋଟିଏ ପ୍ରକାର

Example : ଗାୟକ ବାୟକକୁ ଜ୍ୟୋତି ତାଳ ବଜାଇବାକୁ କହିଲା

Synonyms : ଜ୍ୟୋତି ତାଳ


Translation in other languages :

संगीत में अष्टताल का एक प्रकार।

गायक ने वादक को ज्योति बजाने कहा।
ज्योति, ज्योति ताल

Meaning : ଏକ ପ୍ରକାରର ପ୍ରକାଶ

Example : ତା’ ଚେହେରାର ଚମକ ସ୍ପଷ୍ଟ ଭାବେ ଝଲକୁଥିଲା

Synonyms : ଆଭା, ଉଜ୍ଜଳତା, କାନ୍ତି, ଚମକ, ତେଜ, ଦୀପ୍ତି, ଦ୍ୟୁତି, ପ୍ରଭା, ଭାସ, ରକ୍ତିମା


Translation in other languages :

Merriment expressed by a brightness or gleam or animation of countenance.

He had a sparkle in his eye.
There's a perpetual twinkle in his eyes.
light, spark, sparkle, twinkle