Meaning : ସମୁଦ୍ର ମନ୍ଥନ ସମୟରେ ପ୍ରଥମେ ବାହାରିଥିବା ଲକ୍ଷ୍ମୀ
Example :
ମା ମାର୍ଗଶୀର ମାସରେ ଜ୍ୟେଷ୍ଠାଲକ୍ଷ୍ମୀଙ୍କୁ ପୂଜା କରନ୍ତି
Synonyms : ଜ୍ୟେଷ୍ଠାଲକ୍ଷ୍ମୀ
Translation in other languages :
वह लक्ष्मी जो समुद्र मंथन के समय पहले निकली थी।
माँ अगहन महीने में ज्येष्ठा की पूजा करती हैं।Hindu goddess of fortune and prosperity.
lakshmiMeaning : ସତେଇଶ ନକ୍ଷତ୍ର ମଧ୍ୟରୁ ଅଷ୍ଟାଦଶ ନକ୍ଷତ୍ର
Example :
ଜ୍ୟେଷ୍ଠା ନକ୍ଷତ୍ର ତିନି ତାରାବିଶିଷ୍ଟ
Synonyms : ଜ୍ୟେଷ୍ଠାନକ୍ଷତ୍ର
Translation in other languages :
Meaning : ଯେଉଁ ସମୟରେ ଚନ୍ଦ୍ରମା ଜ୍ୟେଷ୍ଠା ନକ୍ଷତ୍ରରେ ଥାଆନ୍ତି
Example :
ତାର ଜନ୍ମ ଜ୍ୟେଷ୍ଠା ନକ୍ଷତ୍ରରେ ହୋଇଥିଲା
Synonyms : ଜ୍ୟେଷ୍ଠା ନକ୍ଷତ୍ର
Translation in other languages :