Subscribe
URL of the page has been copied to clipboard.
Meaning : ବିଦ୍ୟାର ଅଭାବ
Example : ଆପଣ ବିଦ୍ୟା ହାସଲ କରି ନିଜର ଅବିଦ୍ୟାକୁ ଦୂର କରିପାରିବେ
Synonyms : ଅଜ୍ଞାତା, ଅଜ୍ଞାନତା, ଅବିଦ୍ୟା
Translation in other languages :हिन्दी English
विद्या का अभाव।
The lack of knowledge or education.
Meaning : ଜ୍ଞାନ ନହେବାର ଅବସ୍ଥା ବା ଭାବ
Example : ପ୍ରକୃତ ଗୁରୁ ହିଁ ଅଜ୍ଞାନତାକୁ ଦୂରକରି ବ୍ୟକ୍ତି ଜୀବନରେ ଜ୍ଞାନରୂପୀ ଆଲୋକ ଭରିଦିଏ
Synonyms : ଅଜ୍ଞାନତା
ज्ञान न होने की अवस्था या भाव।
Install App