Meaning : ବୋଧ ହେବାର ଅବସ୍ଥା ବା ଭାବ
Example :
ନେତ୍ରହୀନକୁ ସ୍ପର୍ଶଆଦିଦ୍ୱାରା ବସ୍ତୁଗୁଡ଼ିକର ଅବବୋଧନ ହୋଇଥାଏ
Translation in other languages :
The process of perceiving.
perceptionMeaning : ଏହି ଜ୍ଞାନ ଯାହା କୌଣସି କାମ ବା ପ୍ରୟୋଗରେ ପ୍ରାପ୍ତ ହୋଇଥାଏ
Example :
ଏହି କାମ ବିଷୟରେ ତା’ର ଅନୁଭବ ଅଛି
Translation in other languages :
The accumulation of knowledge or skill that results from direct participation in events or activities.
A man of experience.Meaning : ଯାହା ଜଣାଯାଏ ବା ଜାଣିବା ଯୋଗ୍ୟ
Example :
ଈଶ୍ୱର ସହୃଦୟ ବ୍ୟକ୍ତିମାନଙ୍କର ଜ୍ଞେୟ
Synonyms : ଅବଗତ, ଜ୍ଞେୟ, ବୋଧଗମ୍ୟ
Translation in other languages :
Capable of being apprehended or understood.
apprehensible, graspable, intelligible, perceivable, understandableMeaning : ଯାହା ଭଲ ଭାବେ ଜଣା
Example :
ସେ କଥା ମୋତେ ଜ୍ଞାତ
Synonyms : ପରିଜ୍ଞାତ
Translation in other languages :
Widely or fully known.
A well-known politician.Meaning : ଚିହ୍ନିବାର ଯୋଗ୍ୟ
Example :
ତା ଦଗ୍ଧ ମୁଖ ଜ୍ଞାତ ଉପଯୋଗୀ ରହିଲା ନାହିଁ
Translation in other languages :