Subscribe
URL of the page has been copied to clipboard.
Meaning : କୌଣସି ବିଶେଷ ବସ୍ତୁକୁ ଦିଆଯାଉଥିବା ମହତ୍ତ୍ୱ
Example : ମନ୍ତ୍ରୀ ନିଜ ଭାଷଣରେ ଶିକ୍ଷା ଓ ପରିବାର ନିୟୋଜନ ଉପରେ ଜୋର୍ ଦେଲେ
Synonyms : ଗୁରୁତ୍ୱ
Translation in other languages :हिन्दी English
किसी विशेष वस्तु आदि को दिया जाने वाला महत्त्व।
Special emphasis attached to something.
Meaning : ଯେଉଁ ଶକ୍ତିରେ ଆମେ କାହାରି କିଛି କରିପାରୁ
Example : ତା ଉପରେ ଆମର କୌଣସି ଜୋର୍ ନାହିଁ
Synonyms : କାବୁ, ବଳ
वह शक्ति जिससे हम किसी से कुछ करवा सकते हैं।
A force that compels.
Install App